ରୋହିଗାଁରେ ଗୋଷ୍ଠୀ ସଂଘର୍ଷ : ବୁଲିଲା ଖଣ୍ଡା, ୫ ଗୁରୁତର

କୁକୁଡ଼ାଖଣ୍ଡି: ପଞ୍ଚାୟତ ନିର୍ବାଚନର କିଛି ମାସ ପରେ ପୁଣି ଅଶାନ୍ତ ହୋଇ ପଡ଼ିଛି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଓ ସଦର ଥାନା ଅଧୀନ ରୋହିଗାଁ। ସାମାନ୍ୟ କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ସଂଘର୍ଷ ଘଟିବା ସହ ଖଣ୍ଡାକାତି ବୁଲିଛି। ଏଥିରେ ଉଭୟ ଗୋଷ୍ଠୀର ୫ରୁ ଊର୍ଦ୍ଧ୍ବ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ରାତି … Continue reading ରୋହିଗାଁରେ ଗୋଷ୍ଠୀ ସଂଘର୍ଷ : ବୁଲିଲା ଖଣ୍ଡା, ୫ ଗୁରୁତର